ଲୋଡ଼ିବା
ଲୋଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା[ଲୋଡ଼ା ଯି(ହେ)ବା-କର୍ମବାଚ୍ୟ ରୂପ]
ଅନୁବାଦ
ସମ୍ପାଦନାଲୋଡ଼ିବା
|
ଦେଶଜ - କ୍ରିୟାପଦ - (ସର୍ବନାମ, ସଂସ୍କୃତ - ଲୁଡ଼୍ ଧାତୁ)
ସମ୍ପାଦନା- ୧. (କୌଣସି ପଦାର୍ଥ) ଖୋଜିବା —୧. To search after.
[ଉ—କିଶୋରି ! ଲୋ଼ଡ଼ିଲେ ଆଉ କେ ଦେବ କବିସୂର୍ଯ୍ୟ ସଙ୍ଗୀତ]
- ୨. ଦରକାର କରିବା —୨. To want; to required.
[ଉ—ମାର ସୁ ମାରି, ନ ପୁଣ ବଞ୍ଜାରି ଜାରି ଲୋଡ଼ଇ ଏହା ସୁମରି ମରି ଭଞ୍ଜ ପ୍ରେମ.ସୁଧାନିଧୢ ]
- ୩. ବାଞ୍ଛା କରିବା — ୩. To wish for.
- ୪. କୌଣସି ବିଷୟ ପ୍ରତି ଲାଳାୟିତ ହେବା —୪. To hankker after something; to long for.
[ଉ—ଲୋଡ଼ି ଶ୍ୟାମ ପ୍ରୀତିକି ଘଟଣ ଯୁବତୀ କି କେ କହୁନାହିଁ ଧରି ଦଶନେ ଘାସ କବିସୂର୍ଯ୍. ସଙ୍ଗୀତ ]
- ୫. ବିବାହାଦି ଉତ୍ସବରେ ବନ୍ଧୁଙ୍କୁ ନିମନ୍ତ୍ରଣ କରିବା —୫. To invite relatives on special festivals.
- ୬. (ପାନବରଦିଆଙ୍କ ଭାଷା) ପାନ ଲତାରୁ ପାନ ତୋଳିବା —୬. To pluck betel leaves from creepers.
ପ୍ରାଦେଶିକ - (ଗଞ୍ଜାମ)
ସମ୍ପାଦନା- ୧. ଅନୁରୋଧ କରିବା —୧. To request.
- ୨. ଡ଼ାକିବା —୨. To call.
[ଉ—ଦୁଆରୀ ସେକ୍ଷଣି କହିଲା ବିଦୁରଙ୍କୁ, ଲୋଡ଼ୁଛନ୍ତି ରଜା ତୁମ୍ଭଙ୍କୁ ଦେଖିବାକୁ—କୃଷ୍ଣସିଂହ. ମହାଭାରତ. ସଭା ]