ଲୋ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ

ସମ୍ପାଦନା

(ସ୍ତ୍ରୀଲୋକମାନଙ୍କୁ ସମ୍ୱୋଧନ) ଆଲୋ ! ହେ ! — (Interjection used in addressing females) oh !

[ଦ୍ରଷ୍ଟବ୍ୟ —ଯାହାଙ୍କ ସଙ୍ଗେ ଘନିଷ୍ଠତା ଥାଏ ସେମାନଙ୍କୁ ଓ ଆପଣାର ସମଶ୍ରେଣୀର ଓ ଆପଣାଠାରୁ ନିମ୍ନ ଶ୍ରେଣୀର ସ୍ତ୍ରୀମାନଙ୍କୁ 'ଲୋ'ଶବ୍ଦଦ୍ୱାରା ସମ୍ୱୋଧନ କରାଯାଏ ଇତର ଶ୍ରେଣୀର ଲୋକମାନେ ବାପ ପୁଅ ଆଦିଙ୍କୁ ମଧ୍ୟ ଏହି 'ଲୋ'ଶବ୍ଦଦ୍ୱାରା ସମ୍ୱୋଧନ କରନ୍ତି ସ୍ଥାନବିଶେଷରେ ପ୍ରେମିକା ମଧ୍ୟ ପ୍ରେମିକକୁ ଲୋଦ୍ୱାରା ସମ୍ୱୋଧନ କରିବା ଦେଖାଯାଏ କଥାରେ ମଧ୍ୟ 'ମାଆଲୋ ବାପଲୋ ହେବା'(=ଅତି ଆର୍ତ୍ତ ହେବା)ର ବ୍ୟବହାର ଅଛି ଏହି ଶବ୍ଦ ଅସଲ ଶବ୍ଦର ପୂର୍ବରେ ଓ ପରେ ବ୍ୟବହୃତ ହୁଏ; ଯଥା—ଭଉଣି ଲୋ ! ଲୋ ଭଉଣି ! ]