ଲେହୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଲେହିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲିହ୍ ଧାତୁ+କର୍ତ୍ତୃ. ଇନ, ୧ମା. ୧ବ) ସମ୍ପାଦନା

ଯେ ଚାଟେ; ଲେହନକାରୀ —Licking.

ସଂସ୍କୃତ - ବି— ସମ୍ପାଦନା

ଟଙ୍କନ;ସୁହାଗ ଟାଙ୍ଗାଣା — Borax.

ଦେଶଜ - ବି ସମ୍ପାଦନା

ଲେହାଇ (ଦେଖ) - —Lehāi (See)

ପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ - ସମ୍ପାଦନା

ରୋଗୀର ପଥ୍ୟପାଇଁ ଭାତର ଯାଉ — Gruel of rice used as an invalid's diet.