ଲେଲେଲେଲେ
ମନୁଷ୍ୟକୁ ବା ଅନ୍ୟ ଜୀବକୁ କୌଣସି କାର୍ଯ୍ୟରେ ଉତ୍ସାହିତ ବା ଲଗାଇବା ପାଇଁ ବ୍ୟବହୃତ ଧ୍ୱନି —A shouting uttered for inciting a person or animal to do something.