ଲେନ୍ଦୁରାଇବା
ଲେନ୍ଦୁରାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସକର୍ମକ)
ସମ୍ପାଦନା- ୧. କୌଣସି ବିଷୟ ଗୋଳମାଳ କରିବା, କୌଣସି ବିଷୟକୁ ଜଚିଳ କରିବା — ୧. To entangle or confuse a matter.
- ୨. କୌଣସି ଲେଖାକୁ କାଳି ଇତ୍ୟାଦିଦ୍ୱାରା ବିଶ୍ରୀ କରି ଲେଖିବା —୨. To write clumsily or in a manner blurred by ink.
- ୩. ଲେନ୍ଦରା ଦେବା (ଦେଖ) - — ୩. Lendarā (See)