ଲେଥା
ଲେଥା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
ସମ୍ପାଦନାଲେନ୍ଥା (ଦେଖ) - — Lenthā. (See)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନା- ୧. ଶାଗର ତରକାରୀ —୧. Curry made from potherbs.
- ୨. (ସମ୍ୱଲପୁର ବରଗଡ଼,ବଲାଙ୍ଗିର) ବାସି ତୋଡ଼ାଣି,ଖୁଦ, ହଳଦୀବଟା ଖଟା (ତିନ୍ତୁଳି ବା ଆମ୍ୱୁଲ)ସଙ୍ଗେ ସିଦ୍ଧ କରାଯାଇ ତିଆରି କରାଯିବା ପାଣିଆ ତରକାରୀ —୨. Watery curry made by boiling stale rice-water with, particles of rice, turmeric paste and, tamarind etc and taken with boiled ice.
[ଦ୍ରଷ୍ଟବ୍ୟ —ଖଟା ଓ ମସଲାଆଦି ନ ଯାଇ ତିଆରି କରା ଯାଇଥିବା ବାସି ତୋଡ଼ାଣିକୁ ରାବ (ଆମ ଅଞ୍ଚଳର କାଞ୍ଜି) କହନ୍ତି ଗରିବ ଲୋକେ ଭାତ ସଙ୍ଗେ ଏହାକୁ ତିଆଣରୂପେ ଖାଆନ୍ତି ]
- ୩. (ଆଠମଲ୍ଲିକ) କାଞ୍ଜି — ୩. Sour gruel.