ଲେଞ୍ଜେରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଞ୍ଜ= ଭାଙ୍ଗୁଡ଼; ପଶୁର ପଛରେ ଲାଙ୍ଗୁଡ଼ ପରି ଯାହା ପଦାର୍ଥରେ ଲାଗିଥାଏ) ସମ୍ପାଦନା

୧. ଅଳିଆ ୧. Rubbish; Sweepings.
୨. ଆଖିର ନେନ୍ଦରା; ପିଚୁଟି; ଚକ୍ଷୁର ମଳ — ୨. Concrete rheum of the eye; mucus of the eye; exudation from the eye.
୩. ପଦାର୍ଥର ଦେହରେ ଲାଗିଥିବାସୂତା ଆଦି ଅଳିଆ — ୩. Tangles sticking to a thing.
୪. ଜଞାଳ; ଗୋଳମାଳ; ଅଡ଼ୁଆ; ଝଞ୍ଜଟ —୪. Complications; confusion; entanglement.
୫. ଦୁର୍ନାମ; ଅପବାଦ —୫. Evil name; scandal.

ଦେଶଜ - ବିଶେଷଣ - ସମ୍ପାଦନା

୧. ଅଳିଆଯୁକ୍ତ —୧. Full of refuse or rubbish.
୨. ଅଡ଼ୁଆ ତଡ଼ୁଆ —. Tangled; confused.
୩. ଅପରିଷ୍କୃତ — ୩. Unswept; uncleansed.