ଲେଙ୍ଗେଡ଼ା
ଲେଙ୍ଗେଡ଼ା
ଉଚ୍ଚାରଣ
ସମ୍ପାଦନା[ଲେଙ୍ଗ(ଙ୍ଗେ)ଡ଼ା,ଲେଙ୍ଗଡ଼େଈ—ସ୍ତ୍ରୀ]
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଲଙ୍ଗ; ତୁଳ. ଫାରାସୀ - ଲଙ୍ଗ୍=ଖଞ୍ଜତା)
ସମ୍ପାଦନାଖଞ୍ଜ; ଛୋଟା — Lame.
ବିଶେଷ୍ୟ -
ସମ୍ପାଦନା- ୧. ଖଞ୍ଜ ବ୍ୟକ୍ତି —୧. Lame person.
- ୨. ଏକପ୍ରକାର ବର୍ତ୍ତୃଳ ଆମ୍ୱ (ଏହା ମାଳଦହ ଅଞ୍ଚଳରୁ ଏ ଦେଶକୁ ପାଚିବା ଅବସ୍ଥାରେ ଆମଦାନି ହୁଏ ) ୨. Langra mango; an excellent spices of ripe mangoes imported from Māldā in Bengal,