ଲେଙ୍ଗେଡ଼ା

ଉଚ୍ଚାରଣ

ସମ୍ପାଦନା
[ଲେଙ୍ଗ(ଙ୍ଗେ)ଡ଼ା,ଲେଙ୍ଗଡ଼େଈ—ସ୍ତ୍ରୀ] 

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଲଙ୍ଗ; ତୁଳ. ଫାରାସୀ - ଲଙ୍ଗ୍=ଖଞ୍ଜତା)

ସମ୍ପାଦନା

ଖଞ୍ଜ; ଛୋଟା — Lame.

ବିଶେଷ୍ୟ -

ସମ୍ପାଦନା
୧. ଖଞ୍ଜ ବ୍ୟକ୍ତି —୧. Lame person.
୨. ଏକପ୍ରକାର ବର୍ତ୍ତୃଳ ଆମ୍ୱ (ଏହା ମାଳଦହ ଅଞ୍ଚଳରୁ ଏ ଦେଶକୁ ପାଚିବା ଅବସ୍ଥାରେ ଆମଦାନି ହୁଏ ) ୨. Langra mango; an excellent spices of ripe mangoes imported from Māldā in Bengal,