ଲେଖକ
ଲେଖକ
ଉଚ୍ଚାରଣ
ସମ୍ପାଦନା(ଲେଖକ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଲିଖ୍ ଧାତୁ+କର୍ତ୍ତୃ. ଅକ)
ସମ୍ପାଦନା- ୧. ପୁସ୍ତକର ଗ୍ରନ୍ଥାକାର —୧. Author of abook.
- ୨. ଲିପିକର —୨. Writer.
- ୩. ଦଲିଲର ନବିସିନ୍ଦା —୩. Scribe of a document.
- ୪. ଚିତ୍ରକାର —୪. Painter.
- ୫. ମୁନୀସୀ; କିରାନୀ; ମୋହରିର —୫. A clerk.
ଏଥିର ସାଙ୍କେତିକ 'ଲେ' ବା 'ଲି' ଦଲିଲମାନଙ୍କ ଆଦ୍ୟରେ ଦଲୀଲ ସମ୍ପାଦନକାରୀ ବ୍ୟକ୍ତିର ନାମ ପୂର୍ବରେ 'ଲ' କିମ୍ୱା 'ଲି' ଲେଖାଯାଏ ଓ ଦଲିଲ ଲେଖାର ଶେଷରେ ଦଲିଲ ଲେଖିଥିବା ଲୋକର ନାମ ପୂର୍ବରେ 'ଲେ'କିମ୍ୱା 'ଲି'ଲେଖାଯାଏ ]