ଲେଉଟାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିବର୍ତ୍ତନ) ସମ୍ପାଦନା

୧. କୌଣସି ସ୍ଥାନରୁ ଲେଉଟି କରି ଆସିବା; ଯାଇଥିବା ସ୍ଥାନରୁ ଫେରି ଆସିବା —୧. Coming back from a place.
୨. କୌଣସି ସ୍ଥାନରୁ ଫେରିବା ବେଳର ଭ୍ରମଣ ବା ଯାତ୍ରା —୨. Return trip; return journey.

କ୍ରି.ବିଣ ସମ୍ପାଦନା

୧. କୌଣସି ସ୍ଥାନରୁ ଫେରିବା ସମୟରେ — ୧. While returnjing.
୨. ଲେଉଟି ଆସିବା— ବେଳେ —୨. In the course of the return trip.

(ଯଥା—ବାବା ! କଟକ ଲେଉଟାଣ ମୋ ପାଇଁ ହଳେ ଯୋତା ଆଣିବା)