ଲେଉଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ନିବର୍ତ୍ତନ) ସମ୍ପାଦନା

୧. ନେଉଟାଇବା (ଦେଖ) - —୧. Neuṭāibā. (See)

[ଉ— ଲେଉଟାଇ ଦୁଃଶାକୁ ସେ ମାଡ଼ିଣ ବସିଲା ରାଧାନାଥ. ବେଣୀସଂହାର ]

୨. (ଗାଈ) ସଙ୍ଗମ ପରେ ରର୍ଭଧାରଣ ନ କରିବା —୨. (a cow) Not to conceive after intercourse with a bull.