ଲେ
ଲେ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (କଚରିଆ ପ୍ରୟୋଗ, ସାଙ୍କେତିକ)
ସମ୍ପାଦନା(ଲେଖିତର ସାଙ୍କେତିକ; ଲେଖିତଂ ଅମୁକ ବା ଲେଖକ ଅମୁକ ଅର୍ଥରେ ବ୍ୟବହୃତ ଲେଖିତଂ ଶବ୍ଦର ସାଙ୍କେତିକ)— (ଅମୁକ)ଙ୍କଦ୍ୱାରା ଲିଖିତ —An abbreviation corresponding to 'w' or 'written by' (so and so).
ଦେଶଜ - ଅ
ସମ୍ପାଦନା- ୧. ବିସ୍ମୟ ଓ ଆନନ୍ଦ ପ୍ରକ ଶାର୍ଥକ ଅବ୍ୟୟ —୧. Interjection expressing gladness and wonder.
- ୨. କୁକୁରକୁ ଶିକାରରେ ପଛରେ ଲଗାଇବା ପାଇଁ ସମ୍ୱୋଧନ ଲିଏ — ୨. An interjection or hallo used to set dogs on a game.
- ୩. (ବ୍ୟାକରଣ) ଦେଶଜ - କ୍ରି—ଅତୀତକାଳରେ ୩ୟ ପୁରୁଷ, ସମ୍ମାନାର୍ଥକ ଏକ— ବଚନ (ସେ) ଓ ବହୁବଚନ (ସେମାନେ) ଓ ମଧ୍ୟମ ପୁରୁଷ ସସ୍ୱାନର୍ଥକ ଏକବଚନ (ଆପଣ) ଓ ବହୁବଚନ (ଆପଣମାନେ) ସଙ୍ଗେ କ୍ରିୟାରେ ଯୁକ୍ତ ଅକ୍ଷର, ଯଥା— ସେ ଗଲେ, ଆପଣମାନେ ଆସିଲେ) —Inflection used in the past tens third person singular and plural and ୨nd person singular and plural
ପ୍ରାଦେଶିକ - (କଟକ ସହର)ଅ
ସମ୍ପାଦନା- ୧. (କଟକ ସହରିଆଙ୍କର ନ ସ୍ଥାନରେ ଲ ଉଚ୍ଚାରଣ) ହର୍ଷ ଓ ଉପହାସାର୍ଥକ ଅବ୍ୟୟ —(Cuttack slang) An inlerjection used in slang by Cuttack townspeople expressing gladness and buoyancy of sopirits.
[ଉ ଲେରେ ମଜା ! ]
- ୨. କ୍ରିୟାପଦ - ନେବାକ୍ରୟାର ଅନାଦରାର୍ଥକ ଅନୁଜ୍ଞା ଏକବଚନ (ତୁ) ନେ; ଗ୍ରହଣ କର —୨. (You) Do take.