ଲୁଛେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦୁଇ ପଦାର୍ଥକୁ ଗଚ୍ଛିବା; ତୁଳନା କରିବା ୧. To compare ୨ things.
୨. ଅନ୍ୟ ନିମନ୍ତେ ଅଭିପ୍ରେତ ନୂତନ ବସ୍ତ୍ରକୁ ପ୍ରଥମେ ପରିଧାନ କରିବା; ଉଗୁରା କରିବା — To wear a new cloth intended for another.

[ଦ୍ରଷ୍ଟବ୍ୟ —କେତେକ ବାଷୀୟାନ ଲୋକ ପ୍ରଥମେ ନୂଆ ଲୁଗାକୁ ପିନ୍ଧନ୍ତି ନାହିଁ, ଉକ୍ତ ନୂଆ ଲୁଗାକୁ ଅନ୍ୟ ଜଣେ ବ୍ୟକ୍ତି (ଆପଣାର ପୁଅ; ଭାଇ ଇତ୍ୟାଦି) ତାକୁ ପ୍ରଥମେ 'ଲୁଛିବା' ପରେ ପ୍ରଥମୋକ୍ତ ବ୍ୟକ୍ତି ଉକ୍ତ ଲୁଗାକୁ ପିନ୍ଧନ୍ତି]