ଲୁଛାଇବା
ଲୁଛାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲୁଛାଇବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଦୁଇ ପଦାର୍ଥକୁ ଗଚ୍ଛିବା; ତୁଳନା କରିବା ୧. To compare ୨ things.
- ୨. ଅନ୍ୟ ନିମନ୍ତେ ଅଭିପ୍ରେତ ନୂତନ ବସ୍ତ୍ରକୁ ପ୍ରଥମେ ପରିଧାନ କରିବା; ଉଗୁରା କରିବା — To wear a new cloth intended for another.
[ଦ୍ରଷ୍ଟବ୍ୟ —କେତେକ ବାଷୀୟାନ ଲୋକ ପ୍ରଥମେ ନୂଆ ଲୁଗାକୁ ପିନ୍ଧନ୍ତି ନାହିଁ, ଉକ୍ତ ନୂଆ ଲୁଗାକୁ ଅନ୍ୟ ଜଣେ ବ୍ୟକ୍ତି (ଆପଣାର ପୁଅ; ଭାଇ ଇତ୍ୟାଦି) ତାକୁ ପ୍ରଥମେ 'ଲୁଛିବା' ପରେ ପ୍ରଥମୋକ୍ତ ବ୍ୟକ୍ତି ଉକ୍ତ ଲୁଗାକୁ ପିନ୍ଧନ୍ତି]