ଲୁଇ
ଲୁଇ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋମୟୀ)
ସମ୍ପାଦନାଲେହି; ଭାରତର ଉତ୍ତର ପଶ୍ଚିମରେ ତିଆରି ପଶମୀ ମୋଟ ଶୀତ ଚଦର —A coarse woolen wrapper made in N.W. India.
ବୈଦେଶିକ - ବି(ଫ୍ରେଞ୍ଜ—ଲୁଇସ୍ ଶବ୍ଦର ଲୁଇ ଉଚ୍ଚାରଣ)
ସମ୍ପାଦନା- ୧. (ଫ୍ରାନସ୍ରେ ରାଷ୍ଟ୍ରବିମ୍ଳବ ହୋବା ପୂର୍ବେ) ଫ୍ରାନସ୍ର ପ୍ରାଚୀନ ରାଜାଙ୍କର ବଂଶଗତ ଉପାଧି —୧. Luis; the family title of the kings of France before the
French revolution.
- ୨. ପୂର୍ବେ ଫ୍ରାନସରେ ପ୍ରଚଳିତ ସ୍ୱର୍ଣ୍ଣମୁଦ୍ରା ବିଶେଷ —୨. Name of a gold coin formerly current in France.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାକଅଁଳା ବାଛୁରୀ — A very young calf.
ଲୁଇ
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ଗଡ଼ଜାତ, ଖଡ଼ିଆଳ)ବି
ସମ୍ପାଦନାଲୋହି (ଦେଖ) - Lohi. (See)