ଲିହାଇ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. (ସଂସ୍କୃତ - ନାଭି ବା ଲୌହ; ସଂସ୍କୃତ - ନାମ ସ୍ଥୁଣା)— ନେହି; ନିହାଇ; କମାର ଯେଉଁ ଲୌହପିଣ୍ଡ ଉପର ତାତିଲା ଲୁହାକୁ ରଖି ହାତୁଡିରେ ପିଟନ୍ତି —୧. Anvil.
୨. (ସଂସ୍କୃତ - ଲେହ) ଲେହି; ମଇଦାକୁ ପାଣିରେ ସିଦ୍ଧ କରି ତିଆରି କରାଯିବା ଅଠା — ୨. Gum or sticking paste made by boiling flour in water.