ଲିଭିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. (ସଂସ୍କୃତ - ନିର୍ବପିତ) ପ୍ରଦୀପ ଆଦି ନିର୍ବାପିତ ହେବା —୧. To bw extinct; to go out (said of light or fire) .
୨. (ଲେଖା ଆଦି) ପୋଛି ହୋଇ ଅଦୃଶ୍ୟ ହେବା —୨. To be wiped out; to disappear.
୩. (ସଂସ୍କୃତ - ନିର୍ବାହ) ଚଳିବା; ଚଳପ୍ରଚଳ ହେବା; ଜୀବନ— ଯାତ୍ରା ନିର୍ବାହ କରିବା —୩. To live; to get on to move and have one's being.