ଲିଭିବା
ଲିଭିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲିଭିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. (ସଂସ୍କୃତ - ନିର୍ବପିତ) ପ୍ରଦୀପ ଆଦି ନିର୍ବାପିତ ହେବା —୧. To bw extinct; to go out (said of light or fire) .
- ୨. (ଲେଖା ଆଦି) ପୋଛି ହୋଇ ଅଦୃଶ୍ୟ ହେବା —୨. To be wiped out; to disappear.
- ୩. (ସଂସ୍କୃତ - ନିର୍ବାହ) ଚଳିବା; ଚଳପ୍ରଚଳ ହେବା; ଜୀବନ— ଯାତ୍ରା ନିର୍ବାହ କରିବା —୩. To live; to get on to move and have one's being.