ଲିଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି(ସଂସ୍କୃତ - ମଧୁଲିଟ୍) ସମ୍ପାଦନା

କ୍ଷୁଦ୍ର ପକ୍ଷିବିଶେଷ —A species of bird; the humming bird; sun bird.

[ଦ୍ରଷ୍ଟବ୍ୟ —ଏମାନେ ଅତି ଛୋଟ ଓ ପୁଷ୍ପରୁ ମଧୁ ଖାଆନ୍ତି ଏମାନଙ୍କ ଥଣ୍ଟ ଲମ୍ୱ ଓ ବଙ୍କା]

ପ୍ରାଦେ;(ବସ୍ତର) ବିଶେଷ୍ୟ - ସମ୍ପାଦନା

ସାହାଡ଼ା ଗଛ —A kind of tree Streblus Asper.