ଲିଙ୍ଗା
ଲିଙ୍ଗା(ଇତ୍ୟାଦି) —
ଉଚ୍ଚାରଣ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - ସମ୍ପାଦନା
ନିଗା ଇତ୍ୟାଦି (ଦେଖ) - Nigā etc (See)
ଲିଙ୍ଗା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲିଙ୍ଗା
|
ଦେଶଜ - ବି(ସଂସ୍କୃତ - ଲିଙ୍ଗ) ସମ୍ପାଦନା
- ୧. ବଳଦଙ୍କ କାନ୍ଧରେ ବାହାରିବା ଭାତୁଡ଼ି ବା ଆବୁ mdash; ୧. A fleshy tumour or wart formed on the shoulder of a bullock.
[ଦ୍ରଷ୍ଟବ୍ୟ —ଏହାର ଆକୃତି ଶିବଲିଙ୍ଗ ପରି]
- ୨. (ଅନାଦରାର୍ଥକ) ଲିଙ୍ଗ ରାଜର ଡାକ ନାମ — ୨. Name for calling Liṅgarāja.
ବୈଦେଶିକ - ବିଶେଷ୍ୟ - ସମ୍ପାଦନା
ଲିଘାଂ (ଦେଖ) - —Liṅghā (See)
ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା
ଜୋଡ଼; ଲମ୍ୱ ଜଳାଶୟ —A long narrow pool.
ଦେଶଜ - ବିଶେଷଣ - ସମ୍ପାଦନା
ଯେଉଁ ବଳଦର କାନ୍ଧରେ ଲିଙ୍ଗା ବାହାରିଥାଏ — (Bullock) Having a tumour or wart growing on the shoulder.
[ଦ୍ରଷ୍ଟବ୍ୟ — ଯେଉଁ ବଳଦଙ୍କ କାନ୍ଧ ଉପରେ ଲିଙ୍ଗା ଉଠିବାର ଦେଖାଯାଏ, ଲୋକେ ଉକ୍ତ 'ଲିଙ୍ଗା'କୁ ମହାଦେବ ବୋଲି ବିଶ୍ୱାସ କରି ସେହି ବଳଦକୁ ହଳ କିମ୍ୱା ଶଗଡ଼ ଆଦି କାର୍ଯ୍ୟରେ ଆଉ ବ୍ୟବହାର କରନ୍ତି ନାହିଁ]