ଲିଖିତ
ଲିଖିତ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ଲିଖ ଧାତୁ+କର୍ମ. ତ)
ସମ୍ପାଦନା- ୧. ଯାହା ଲେଖା ହୋଇଅଛି —୧. Written.
- ୨. ଅଙ୍କିତ — ୨. Drawn.
- ୩. ଚିତ୍ରିତ —୩. Painted.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. (+ ଭାବ. ତ) ଲେଖା —୧. Writing.
- ୨. ହିନ୍ଦୁଧର୍ମଶାସ୍ତ୍ରପ୍ରଣେତା ମୁନି ବିଶେଷ —୨. Name of a Hindu law-giver of acient India.
- ୩. (+ କର୍ମ ତ) ଲେଖ୍ୟ ପତ୍ରାଦି; ଦଲିଲ —୩. Deed; document; letter.