ଲିଖି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲିକ୍ଷ)

ସମ୍ପାଦନା
୧. ନିଖ; ଛୋଟ ଉକୁଣି — ୧. Small louse.

[ଉ—ଯେସନେକ ମଥାରେ କେଶରେ ଥାଇ ବଲିଖ ପ୍ରାଚୀ. ବ୍ରହ୍ମନିରୁପଣ ଗୀତା]

୨. ଉକୁଣିଙ୍କ ଡିମ୍ୱ —୨. Eggs of lice.
୩. ଅତି କ୍ଷୁଦ୍ର ପଦାର୍ଥ —୩. Very small thing.
୪. ଅତି କ୍ଷୁଦ୍ର ପରିମାଣ —୪. Minute quantity.
୫. (ପୁଂ ଓ ସ୍ତ୍ରୀ) ଲୋକଙ୍କ ନାମ —୫. A name given to males and females.

ଦେଶଜ - ବିଶେଷଣ -

ସମ୍ପାଦନା

ଅତି କ୍ଷୁଦ୍ର — Very small.



ଲିଖି

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

ସମ୍ପାଦନା

ଲିଖ — Small louse.