ଲାସା
ଲାସା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସ; ଲାସ=ସୁପ୍) ସମ୍ପାଦନା
- ୧. ତଟକା ଚୂନର ଅଠାଳିଆ ଅବସ୍ଥା; ଚିଟ; ଲାହା —୧. Clamminess (as of mortor or lime)
[ଦ୍ରଷ୍ଟବ୍ୟ —ନୂଆ ଚୂନରେ ଲାସାସ ଥାଏ; କିଛି କାଳ ପବନ ବାଜିଗଲେ ସେ ଚୂନରୁ ଲାସା ମରିଯାଏ, ଅର୍ଥାତ୍ ଚିଟ ଛାଡ଼ିଯାଏ ଏହି ଲାସା ମରି ଯାଇଥିବା ଚୁନ ଇଟା ଆଦିକୁ ପରସ୍ପର ସହିତ ଦୃଢ଼ଭାବରେ ବାନ୍ଧି ପାରେ ନାହିଁ]
- ୨. ବିରି ବଟା —୨. Biri paste.
- ୩. ଭୂମିରେ
ଶସ୍ୟ ଉତ୍ପାଦକ ସାର ବସ୍ତୁ ବା ରସ —୩. The productive juice whichj makes lands productive.
- ୪. ରସ —୪. Juice.
- ୫. ସାର —୫. Essence.
- ୬. ଅଠା —୬. Gum; birdlime.
ବୈଦେଶିକ - ବିଶେଷ୍ୟ - ସମ୍ପାଦନା
ତିବତର ରାଜଧାନୀ —Lhasa; capital of Tibet.