ଲାଶ୍ ଖାନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଲାଶ୍ ଘର—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ତୁର୍କୀ+ଫା) ସମ୍ପାଦନା

ଡ଼ାକ୍ତରଖାନାରେ ଯେଉଁ ପ୍ରକୋଷ୍ଠରେ ଶବ ବ୍ୟବଛେଦ ଓ ପରୀକ୍ଷା କରାଯାଏ; ମୂର୍ଦାରଖାନା — Dissection.