ଲାଶ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ ଭାଷା, ତୁର୍କୀ ଶବ୍ଦ) ସମ୍ପାଦନା

୧. ମୃତ ଦେହ; ମୁର୍ଦ୍ଦାର —୧. Dead body; ocrpse.
୨. ଶରୀର; ଦେହ —୨. The body.
୩. (ଇଂରାଜୀ - ଲାଷ୍ଟ୍) ଜୋତା ତିଆରି କରିବା ପାଇ ମୋଚିମାନେ କାଠର ଯେଉଁ ଫର୍ମା ବ୍ୟବହାର କରନ୍ତି —୩, Shoe-maker's last.