ଲାଳଚ
ଲାଳଚ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ନାଲିସ୍)
ସମ୍ପାଦନା- ୧. ନାଲିସ୍; କୌଣସି ବ୍ୟକ୍ତି ବିରୁଦ୍ଧରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ବା ମକଦ୍ଦମା ଦାଏର କରିବା —୧. Complaint filing of a case or suit against a person.
- ୨. ମକଦ୍ଦମା — ୨. Case; suit.
ଲାଳଚ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳସା)
ସମ୍ପାଦନା- ୧. ଲାଳଷା (ଦେଖ) - — ୧. Lāḻasā (See).
- ୨. ସ୍ପୃହା; କୌଣସି ବସ୍ତୁପ୍ରତି ଅତ୍ୟଧିକ ଲୋଭ; ଲୋଲୁପତା —୨. Inordinate desire for a thing.
- ୩. (ସଂସ୍କୃତ - ଲାଳନ) ଶିଶୁଙ୍କୁ ଅତି ଗେଲ୍ଲବସରରେ ବଢ଼ାଇବା — ୩. Bringing up of a child with excessive fonding.