ଲାଳଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାଲିସ୍) ସମ୍ପାଦନା

୧. ନାଲିସ୍; କୌଣସି ବ୍ୟକ୍ତି ବିରୁଦ୍ଧରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ବା ମକଦ୍ଦମା ଦାଏର କରିବା —୧. Complaint filing of a case or suit against a person.
୨. ମକଦ୍ଦମା — ୨. Case; suit.



ଲାଳଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳସା) ସମ୍ପାଦନା

୧. ଲାଳଷା (ଦେଖ) - — ୧. Lāḻasā (See).
୨. ସ୍ପୃହା; କୌଣସି ବସ୍ତୁପ୍ରତି ଅତ୍ୟଧିକ ଲୋଭ; ଲୋଲୁପତା —୨. Inordinate desire for a thing.
୩. (ସଂସ୍କୃତ - ଲାଳନ) ଶିଶୁଙ୍କୁ ଅତି ଗେଲ୍ଲବସରରେ ବଢ଼ାଇବା — ୩. Bringing up of a child with excessive fonding.