ଲାଲ ପଗଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପୁଲିସ କର୍ମଚାରୀଙ୍କର ରଙ୍ଗ ପାଗ — ୧. The red turban of police officers.
୨. ରଙ୍ଗ ପାଗ ପରିଧାନକାରୀ ବ୍ୟକ୍ତି —୨. One wearing a red turban.
୩. ପୁଲିସ୍ କର୍ମଚାରୀ —୩. Police officer.

[ଉଦାହରଣ: ଲାଲପଗଡ଼ିକି ନ ଡରନ୍ତି କିଏ— ରାଧାନାଥ, ଦରବାର]