ଲାଲ୍ ପଗଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଲାଲପଗଡ଼ିଧାରୀ, ଲାଲପଗଡ଼ିବାଲା, ଲାଲପାଗିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - ସମ୍ପାଦନା

ଯେ ମୁଣ୍ଡରେ ନାଲି ପାଗ ଗୁଡ଼ାଇ ଥାଏ — Wearing a red turban.

ଦେଶଜ - ବିଶେଷ୍ୟ - (ପୁଲିସ କନିଷ୍ଟବଲ ଆଦି ମୁଣ୍ଡରେ ନାଲି ପଗଡ଼ି ପିନ୍ଧିଥିବାରୁ) ସମ୍ପାଦନା

ପୁଲିସ୍ କନିଷ୍ଟବଳଆଦି — Police constable.