ଲାଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ତୁଳ. ହିନ୍ଦୀ - ଲାଲ୍) ସମ୍ପାଦନା

ନାଲିଆ; ରକ୍ତ ବର୍ଣ୍ଣବିଶିଷ୍ଟ —Red coloured. ବୈଦେଶିକ - ବିଶେଷଣ - [ଫାରାସୀ - ଲାଲ୍=ପ୍ରିୟ, ରକ୍ତବର୍ଣ୍ଣ; ତୁଳନାକର ସଂସ୍କୃତ - ଲାଲ୍ (ଡ଼) ଧାତୁ=ଇଛା କରିବା, ବାସଂସ୍କୃତ - ଲୋହିତ]— ରକ୍ତବର୍ଣ୍ଣ ବିଶିଷ୍ଟ; ନାଲିଆ; ଲୋହିତ —Red.

ବିଶେଷ୍ୟ - ସମ୍ପାଦନା

୧. (ଫା, ଲାଲ୍) ଏକ ପ୍ରକାର କ୍ଷୁଦ୍ର ଗାୟକ ପକ୍ଷୀ —୧. A small singing bird; the bull finch; fringilla; Amandava or Pyrhulla Vulgaris; Sporaeginthus Amandava.

[ଦ୍ରଷ୍ଟବ୍ୟ —ଏହା ଘର ଚଟିଆ ଅପେକ୍ଷା ଛୋଟ ଏହାର ଦେହ ଆରକ୍ତ ମାଟିଆ ଓ ଶୀତ ଦିନେ ଏହାର ଦେହରେ ଫୁଟିଫୁଟିକିଆ ଦାଗ ହୁଏ ଏମାନଙ୍କର ଶବ୍ଦ ଅତି ମଧୁର ଥିବାରୁ ଲୋକେ ଏମାନଙ୍କୁ ପାଳନ୍ତି]

୨. (ଫାରାସୀ - ଲାଲ୍) ରକ୍ତବର୍ଣ୍ଣ ରତ୍ନବିଶେଷ; ମାଣିକ — ୨. Rubby.
୩. ନାଲି ରଙ୍ଗ; ରକ୍ତ ବର୍ଣ୍ଣ —୩. Red colour.
୪. ନାଲି କାଇଞ୍ଚ —୪. The black tipped seeds of Kāiñcha.
୫. (ଫାରାସୀ - ନାଲ୍) ନାଲ୍; ଘୋଡ଼ା ଓ ଗୋରୁଙ୍କ ଖୁରାରେ ମରାଯିବା ଲୁହାର ପାତିଆ —୫. Shoes put beow the hoofs of horses and bollocks; horse shoe.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ରାଜାଙ୍କର ୩ୟ ବା ୪ର୍ଥ ରାଜକୁମାରଙ୍କର ଉପାଧି ୧. The title of the ୩rd or ୪th son of a Raja.
୨. ବିହାରର ଲାଲା କାୟସ୍ଥମାନଙ୍କର ବଂଶଉପାଧି —୨. The family title of the 'Lālā Kāyasthas' of Bihar.
୩. ହିନ୍ଦୁସ୍ଥାନୀ ବ୍ୟକ୍ତିମାନଙ୍କ ନାମ ସଙ୍ଗେ ଯୁକ୍ତ ପଦ — ୩. A word attached to the name of Hindustanee persons.

[ଦ୍ରଷ୍ଟବ୍ୟ —ଆମଦେଶରେ ଲୋକ ନାମ ସଙ୍ଗେ ଯେପରି 'ଚନ୍ଦ୍ର' ଶବ୍ଦ ଯୁକ୍ତ ହୁଏ (ଯଥା— ରାମଚନ୍ଦ୍ର, କୃଷଅଣ ଚନ୍ଦ୍ର୍), ସେହିପରି ପଶ୍ଚିମ, ହିନ୍ଦୁସ୍ଥାନ ଆଦି ଅଞ୍ଚଳରେ 'ଲାଲ୍' ଶବ୍ଦ ଯୁକ୍ତ ହୁଏ ଯଥା—ମୋହନ ଲାଲ୍, ଗିରିଧାରୀ ଲାଲ୍, ରାମଲାଲ୍, କିଷନଲାଲ୍, ବ୍ରଜଲାଲ୍ ଇତ୍ୟାଦି ଏତିରେ ଅର୍ଥ ପ୍ରୟ; ବିଷନ ଲାଲ=ଶ୍ରୀକୃଷ୍ଣଙ୍କ ପ୍ରିୟ ବ୍ୟକ୍ତି]