ଲାବଣ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଲବଣ+ଭାବ.ଯ) ସମ୍ପାଦନା

୧. ଲବଣତ୍ୱ; ଲୁଣିଭାବ — ୧. Saltiness; salineness; the quality or condition of being salience.
୨. ଅତ୍ୟନ୍ତ ସୋନ୍ଦର୍ଯ୍ୟ —୨. Beauty; grace; elegance.
୩. କାନ୍ତି; ଦ୍ୟୁତି —୩. Splendour.
୪. ରୂପର ମାଧୁରୀ;ମନୋମୋହକାରିତା —୪. Loveliness; agreeableness; sweetness of appearance.
୫. ଚାକଚକ୍ୟ —୫. Glitter; brightness.

[ଦ୍ରଷ୍ଟବ୍ୟ —ମୁକ୍ତାର ଅଭ୍ୟନ୍ତରରୁ ଯେଉଁପରି ତରଳ ଆଭା ଦୃଷ୍ଟ ହୁଏ, କୌଣସି ବ୍ୟକ୍ତିର ଅଙ୍ଗରେ ସେହିପରି ତରଳ ମନୋମୋହକର ଆଭା ପ୍ରତିଭାତ ହେଲେ ତାହାକୁ ଲାବଣ୍ୟ କହନ୍ତି—(ଶବ୍ଦକଳ୍ପଦ୍ରୁମ)

ଲବଣ ମିଶ୍ରିତ ନ ହେଲେ କୌଣସି ଖାଦ୍ୟ ସ୍ୱାଦୁ ଲାଗେ ନାହିଁ ଓ ଲବଣ ଜୀବ ଦେହରେ ଗୋଟିଏ ଅତି ଆବଶ୍ୟକ ଉପାଦାନ ଦେହ ମଧ୍ୟକୁ ଖାଦ୍ୟ ସହିତ ଲବଣ ନ ଯୋଗାଇଲେ ଦେହ ଲବଣ ହୀନ ହୋଇଯାଏ; ଫଳେ ଜୀବନୀ ଶକ୍ତି ସହ ଦେହର ସୌନ୍ଦର୍ଯ୍ୟ ଓ ମାଧୁରୀ ନଷ୍ଟ ହୁଏ ଏହିହେତୁ ଲାବଣ୍ୟର ଏପରି ଅର୍ଥ ହୋଇଅଛି]

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ପୁଂ) ପୁରୁଷଙ୍କ ନାମ —୧. (Masculine) A name given to male persons.
୨. (ସ୍ତ୍ରୀ) ଲାବଣ୍ୟବତୀଙ୍କର ଡାକନାମ —୨. (feminine) A name for calling Lābaṇyabatī.

ଦେଶଜ - ବିଶେଷଣ - ସମ୍ପାଦନା

ମନୋହର; ସୁନ୍ଦର; ଲାବଣ୍ୟବିଶିଷ୍ଟ —Charming; agreeable.

(ଉ—ଲାବଣ୍ୟ ରୂପ ଲକ୍ଷ୍ମୀଧର, ଲୟ କରନ୍ତି ସୁର ନର—କମଳଲୋଚନ ଚଉଦିଶା)