ଲାଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଡ଼୍ ଧାତୁ=ଉତ୍ କ୍ଷେପଣ କରିବା; ତୁଳ. ଇଂରାଜୀ - ଲୋଡ୍) ସମ୍ପାଦନା

କୋଣସି ବସ୍ତୁ ଉପରେ ହାବୁଡ଼ା ଆଦିଦ୍ୱାରା ପ୍ରହାର କରିବାକୁ ହେଲେ ସେ ମାଡ଼ ଉକ୍ତ ଜିନିସ ଉପରେ ଦୃଢ଼ ଭାବରେ ବସିବା ପାଇଁ ଜିନିସର ତଳେ ଦିଆଯିବା ଠେକ; ନାଦ — A fulcrum or support put below a thing in order that the thing may be soundly beaten with a hammer.