ଲାଡ଼ିବା
ଲାଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଲାଡ଼୍ ଧାତୁ)
ସମ୍ପାଦନା- ୧. (ଅକର୍ମକ) ଇତସ୍ତତଃ ହଲିବା —୧. To oscillate; to dangel; to wave to and fro.
[ଉ— ବେଙ୍ଗୂଲୀ ନାନୀକୁ କୁଆ ନେଲା ଗୋଡ଼ ଦିଓଟି ଲାଡ଼ୁଥିଲା—ଢ଼ଗ]
- ୨. ହଲାଇବା; (ପୁଛ ଆଦି) ଇତସ୍ତତଃ ସଂଚାଳିତ କରିବା —r ୨. To wag; to wave to and fro.
[ଉ—ଘଟୋତ୍କଚ ଭଗଦତ୍ତଙ୍କ, ବିନ୍ଧକାଣ୍ଡ. କାହିଁ ଯିବି ବୋଲିଟି ଲାଡ଼ିଦେଲା ମୁଣ୍ଡ—କୃଷ୍ଣସିଂହ ମହାଭାରତ. ଭୀଷ୍ମ]