ଲାଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଲାଡ଼୍ ଧାତୁ) ସମ୍ପାଦନା

୧. (ଅକର୍ମକ) ଇତସ୍ତତଃ ହଲିବା —୧. To oscillate; to dangel; to wave to and fro.

[ଉ— ବେଙ୍ଗୂଲୀ ନାନୀକୁ କୁଆ ନେଲା ଗୋଡ଼ ଦିଓଟି ଲାଡ଼ୁଥିଲା—ଢ଼ଗ]

୨. ହଲାଇବା; (ପୁଛ ଆଦି) ଇତସ୍ତତଃ ସଂଚାଳିତ କରିବା —r ୨. To wag; to wave to and fro.

[ଉ—ଘଟୋତ୍କଚ ଭଗଦତ୍ତଙ୍କ, ବିନ୍ଧକାଣ୍ଡ. କାହିଁ ଯିବି ବୋଲିଟି ଲାଡ଼ିଦେଲା ମୁଣ୍ଡ—କୃଷ୍ଣସିଂହ ମହାଭାରତ. ଭୀଷ୍ମ]