ଲାଟ୍‌ପାଦ୍ରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

(ଇଂ ଲର୍ଡ+ପର୍ଟ୍ଟୁଗୀଜ. ପାଦ୍ରୀ) ===

୧. ଲାଟ୍ ବିଶପ୍ (ଦେଖ) - —୧. Lāṭ biṡap (See)
୨. ଲାଟ ଗୀର୍ଜାରେ ଉପାସନାର୍ଥ ନିଯୁକ୍ତ ପାଦ୍ରୀ —୨. Chaplain.

(ଲାଟପାଦରୀ—ଅନ୍ୟରୂପ)