ଲାଜରେ ବୁଡିଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଲାଜରେ ମରିଯିବା(ମରିବା), ଲାଜରେସଢ଼ି (ରି) ଯିବା ଅନ୍ୟରୂପ—

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଅତ୍ୟନ୍ତ ଲଜ୍ଜା ଯୋଗୁଁ ମ୍ରିୟମାଣ ହେବା; ଯତ୍ପରୋନାସ୍ତି ଲଜ୍ଜିତହେବା — To die with shame.

(ଉ—ସଜନି ଲୋ ଲାଜରେ ସଂରିଗଲି ଆଜ—ସଙ୍ଗୀତ)