ଲାଗେ ଲାଗେ
ଲାଗେ ଲାଗେ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଲାଗେ ଲାଗେ
|
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. ତୁହାଇ ତୁହାଇ; ଉପର୍ଯ୍ୟୁପରି —୧. Repeatedly; successively.
- ୨. ଅବିଶ୍ରାନ୍ତ ଭାବରେ —୨. Constantly; without rest.
- ୩. ତତ୍କ୍ଷଣାତ —୩. Immediately; at once.
ଅ
ସମ୍ପାଦନା- ୧. ଲାଗିବା ପ୍ରାୟ; ଆସନ୍ନ; ସଂଘର୍ଷ ହେବା ପରି —୧. Almost touching; almost clinging.
[ଉ—ଦିନ— ପହରକ ବେଳେ ଦୁଇ ଜାହାଜ, ଭେଟାଭେଟି; ଠୋକର ଲାଗେ ଲାଗେ ଫକୀରମୋହନ. ଗଳ୍ପସଳ୍ପ ]
- ୨. ସଙ୍ଗେ ସଙ୍ଗେ; ପାଖେ ପାଖେ; ସାନ୍ନିଧ୍ୟରେ —୨. Near about; by the side of.
[ଉ— ଆମ୍ଭେ ସକଳେ ତୋର ସଙ୍ଗେ, ଥିବୁ ତୋ ରଥ ଲାଗେ ଲାଗେ ଜଗନ୍ନାଥ. ଭାଗବତ]