ଲାଗେ ଲାଗେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ତୁହାଇ ତୁହାଇ; ଉପର୍ଯ୍ୟୁପରି —୧. Repeatedly; successively.
୨. ଅବିଶ୍ରାନ୍ତ ଭାବରେ —୨. Constantly; without rest.
୩. ତତ୍କ୍ଷଣାତ —୩. Immediately; at once.

ସମ୍ପାଦନା

୧. ଲାଗିବା ପ୍ରାୟ; ଆସନ୍ନ; ସଂଘର୍ଷ ହେବା ପରି —୧. Almost touching; almost clinging.

[ଉ—ଦିନ— ପହରକ ବେଳେ ଦୁଇ ଜାହାଜ, ଭେଟାଭେଟି; ଠୋକର ଲାଗେ ଲାଗେ ଫକୀରମୋହନ. ଗଳ୍ପସଳ୍ପ ]

୨. ସଙ୍ଗେ ସଙ୍ଗେ; ପାଖେ ପାଖେ; ସାନ୍ନିଧ୍ୟରେ —୨. Near about; by the side of.

[ଉ— ଆମ୍ଭେ ସକଳେ ତୋର ସଙ୍ଗେ, ଥିବୁ ତୋ ରଥ ଲାଗେ ଲାଗେ ଜଗନ୍ନାଥ. ଭାଗବତ]