ଲାକ୍ଷା ଦ୍ୱୀପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

=== ସଂସ୍କୃତ - ବିଶେଷ୍ୟ -

(ସଂସ୍କୃତ - ଲକ୍ଷଦ୍ୱୀପ; ବୋଧ ହୁଏ ପୂର୍ବେ ମାଳଦ୍ୱୀପୁଞ୍ଜ ଓ ଏ ଦ୍ୱୀପପୁଞ୍ଜ ଶ୍ରେଣୀବଦ୍ଧ ଭାବେ ଥିବାରୁ ବହୁ ସଂଖ୍ୟକ କ୍ଷୁଦ୍ର ଦ୍ୱୀପରୁ ଏ ନାମ ହୋଇଅଛି, କିମ୍ୱା ଏହା ପ୍ରବାଳ ଦ୍ୱୀପ ଥିବାରୁ ଏହାର ଲାକ୍ଷା ପରି ରକ୍ତବର୍ଣ୍ଣ ଦେଖି ବଣିକମାନେ ଏହି ନାମ ଦେଇଛନ୍ତି—ବିଶ୍ୱକୋଷ)—ଭାରତ ମହାସାଗରର ଆରବସାଗରର ଦ୍ୱୀପପୁଞ୍ଜ —The Lacadive Islands in the Arabian Sea of the Indian Ocean.

[ଦ୍ରଷ୍ଟବ୍ୟ —ଏହା ମାଲବାର ଉପକୂଳର କାଲିକଟର ପଶ୍ଚିମରେ ୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୭୨: ଡ଼ିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଏହା ୧୪:ଟି ଦ୍ୱୀପରେ ଗଠିତ]