ଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ସମ୍ପାଦନା

୧. (ବି) ଲାହା (ଦେଖ) - — ୧. Lāhā (See)
୨. କ୍ରିୟାର ଅତୀତକାଳରେ ଆନାଦରାର୍ଥକ ତୃତୀୟ ପୁରୁଷ ଏକବଚନରେ ଲାଗିବା ପ୍ରତ୍ୟୟ (ଯଥା—ଗଲା, କଲା, ଖାଇଲା ଇତ୍ୟାଦି) —୨. Letter or inflection aded to a verb in ୩rd person, singular number, past tense.
୩. (ବି) (କଚିରିଆ)— 'ଲାଖରାଜ' ଶବ୍ଦର ସାଙ୍କେତିକ —୩. The abbreviation for Lākharāja.

(ଯଥା—ଲା—ବାହେଲ, ଲା—ବାଜ୍ୟାପ୍ତି, ଲା—ମଉଜା, ଲା—ଦାର, ଲା—ଦେବୋତ୍ତର, ଲା—ବ୍ରହ୍ମୋତ୍ତର ଇତ୍ୟାଦି) ===

===ବିଶେଷଣ - (କ୍ରିୟା ସଙ୍ଗେ ଯୁକ୍ତ ହୋଇ)

ଯାହା ସମ୍ୱନ୍ଧେ କୌଣସି କ୍ରିୟା କରାଯାଇଅଛି — In respect of which any verb has been applied.

(ଯଥା—ଗଲା କଥା, ଶୋଇଲା ଘର, ଖାଇଲା କଂସା, ମଲାମନୁଷ୍ୟ ଇତ୍ୟାଦି)

ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

ଆଇନ୍ —Law.

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଲତା) ସମ୍ପାଦନା

ଲଇ —Creeper used as string.

ପ୍ରାଦେଶିକ - (ଲରିଆ) ସମ୍ପାଦନା

କର୍ମକାରକ ବା ଦ୍ୱିତୀୟା ବିଭକ୍ତିର ପ୍ରତ୍ୟୟକୁ —The inflxion or suffix added to a noun to denote the accusative case.

(ଯଥା—ଏ ବାଡିଲା [ବାଡିକୁ] ତୁଟାଏଲ୍ ଭାଙ୍ଗିବାକୁ) ଶକ୍ୱେ [ସମର୍ଥ ହେବୁ] ?) ===

ବୈଦେଶିକ - ଉପପଦ (ଫା) ସମ୍ପାଦନା

ଶୂନ୍ୟ; ହୀନ — A Persian prefix denoting not, want of, without.

(ଯଥା—ଲା+ଖିରାଜ୍=ଲାଖିରାଜ୍=କରଶୂନ୍ୟ; ଲା+ ବାରିସ୍=ଲାବାରିସ୍=ଉତ୍ତରାଧିକାରୀ ହୀନ)