ଲହ ଲହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଲକ୍ ଧାତୁ) ସମ୍ପାଦନା

ଜିହ୍ୱା ବା ସର୍ପାଦି ସରୁ ଲମ୍ୱ ବସ୍ତୁ ଇତସ୍ତତଃ ସଞ୍ଚାଳିତ ହେବା —Waving to and fro (said of thin long things).

(ଯଥା—ସାପ ଜିଭକୁ ଲହ ଲହ କରୁଅଛି)