ଲହରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଲ=ଇନ୍ଦ୍ରିୟ+ହୃ ଧାତୁ=ହରଣ କରିବା+କତ୍ତୃ. ଇ; ଈ) ସମ୍ପାଦନା

୧. ଜଳାଦିର ତରଙ୍ଗ; ଢେଉ — ୧. Wave; billow.
୨. (ଲକ୍ଷଣାର୍ଥ) ତରଙ୍ଗ ପରି ଉଠିବା କୌଣସି ବିଷୟର ହପ୍ପା —୨. (Figura-tive) Wave; strain

(ଯଥା—ଗଳ୍ପଲହରୀ; ହାସ୍ୟ— ଲହରୀ)