ଲହରା
ଲହରା
ଉଚ୍ଚାରଣ
ସମ୍ପାଦନା(ଲହରିଆ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଲହରୀ)
ସମ୍ପାଦନା- ୧. ପିନ୍ଧିବା ବ୍ୟକ୍ତିର ମାପରୁ ବଳାଉ ଥିବା (ଲୁଗା ବା ପୋଷାକ) — ୧. (A cloth) Which is in excess of the wearer's proportions.
- ୨. ଲହରୀ ପରି ସ୍ତର ବା ଭାଙ୍ଗ ବିଶିଷ୍ଟ — ୨. (cloth) Having folds or layers like wave.