ଲହର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

[ଯଥା—ବାୟୁ—ଲହର]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଲହରୀ) ସମ୍ପାଦନା

୧. ପ୍ରବାହ; ସ୍ରୋତ — ୧. Current.
୨. ଢେଉ —୨. Wave.
୩. କଥାର ଢେଉ; କଥା ଲହସ; ଲହରୀପରି ବାକ୍ୟ— ସ୍ରୋତଃ —୩. A wave of speech, continued speech.
୪. ଅଭିନିବେଶ; ମନୋଯୋଗ —୪. Attention.
୫. (ସଂସ୍କୃତ - ଯଷ୍ଟ; ପ୍ରା. ଲଟ୍ଠି) ହାରର ସରି; ନର୍ —୫. One of the strings of a necklace.
୬. ବାରଂବାର ଶ୍ୱାସରୋଧ ପୂର୍ବକ ଅନୁଚ୍ଚ କ୍ରନ୍ଦନ —୬. Sobbings; subdued lamentation with sobbings.