ଲହକିବା
ଲହକିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲହକିବା
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ନହକିବା; ଲକ୍ ଲକ୍ ହେବା — ୧. Towave to and fro (said of a long ten-der strip)-
- ୨. ଅବନତ ହେବା; ବାରମ୍ୱାର ଲଇଁବା — ୨. To bend.
[ଦ୍ରଷ୍ଟବ୍ୟ —ସରୁ ବାହୁଙ୍ଗିର ଦୁଇ ପାଖରେ ଭାର ଝୁଲାଇ ତାକୁ କାନ୍ଧରେ ବୋହି କରି ଚାଲିବାବେଳେ ସେ ବାହୁଙ୍ଗି ଲହକୁଥାଏ]
- ୩. (ନିଆଁ) ଜଳି ଉଠିବା —୩. To blaze up.