ଲହକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ନହକିବା; ଲକ୍ ଲକ୍ ହେବା — ୧. Towave to and fro (said of a long ten-der strip)-
୨. ଅବନତ ହେବା; ବାରମ୍ୱାର ଲଇଁବା — ୨. To bend.

[ଦ୍ରଷ୍ଟବ୍ୟ —ସରୁ ବାହୁଙ୍ଗିର ଦୁଇ ପାଖରେ ଭାର ଝୁଲାଇ ତାକୁ କାନ୍ଧରେ ବୋହି କରି ଚାଲିବାବେଳେ ସେ ବାହୁଙ୍ଗି ଲହକୁଥାଏ]

୩. (ନିଆଁ) ଜଳି ଉଠିବା —୩. To blaze up.