ଲସ୍କରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି(ଫାରାସୀ - ଲଶ୍ କରି) ସମ୍ପାଦନା

୧. ଲସ୍କର ବୃତ୍ତ — ୧. The profession of a lascar.
୨. ନୀଚଭୃତ୍ୟ ବୃତ୍ତ; ଦାସତ୍ୱ — ୨. The profession of a menial servant.
୩. ଜାହାଜିଆ ଭାଷା ବା ଶବ୍ଦ — ୩, Nautical language or word.

ବିଶେଷଣ - ସମ୍ପାଦନା

ଲସ୍କର ସମ୍ୱନ୍ଧୀୟ — Relating to lascar.