ଲରି
ଲରି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂ)
ସମ୍ପାଦନାବହୁ ଲୋକ ବସିବା ପାଇଁ ବ୍ୟବହୃତ ଯନ୍ତ୍ର ଚାଳିତ ଚକ୍ର ଜାନ —Lorry.
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
ସମ୍ପାଦନା- ୧. ଛୋଟ (ଡ଼ାଳ ବା ଗଛ) —୧. Small. (tree or branch).
- ୨. କୋମଳ (ଡ଼ାଳବା ଗଛ) —୨. Soft; tender (tree or branch).
ବିଶେଷ୍ୟ -
ସମ୍ପାଦନାଗୁଳ୍ମ —Plant.
ଲରି
ଉଚ୍ଚାରଣ
ସମ୍ପାଦନା(ଲରିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
ସମ୍ପାଦନାନରି (ଦେଖ) - Nari. (See)