ଲରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

ବହୁ ଲୋକ ବସିବା ପାଇଁ ବ୍ୟବହୃତ ଯନ୍ତ୍ର ଚାଳିତ ଚକ୍ର ଜାନ —Lorry.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

୧. ଛୋଟ (ଡ଼ାଳ ବା ଗଛ) —୧. Small. (tree or branch).
୨. କୋମଳ (ଡ଼ାଳବା ଗଛ) —୨. Soft; tender (tree or branch).

ବିଶେଷ୍ୟ - ସମ୍ପାଦନା

ଗୁଳ୍ମ —Plant.



ଲରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଲରିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ନରି (ଦେଖ) - Nari. (See)