ଲମ୍ୱତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଲମ୍ୱ+ଭାବ. ତା, ତ୍ୱ) ସମ୍ପାଦନା

ଦୀର୍ଘତା; ଦୈର୍ଘ୍ୟ — Length.

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ - ସମ୍ପାଦନା

ରାଜାଙ୍କର ପାଖ ଲୋକ — Orderly of a Raja.