ଲବ୍ଧ
ଲବ୍ଧ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଣ—(ଲଭ ଧାତୁ=ପ୍ରାପ୍ତ ହେବା+କର୍ମ. ତ)
ସମ୍ପାଦନା- ୧. ପ୍ରାପ୍ତ —୧. Got; received; obtained; attained.
- ୨. ଅର୍ଜିତ; ଉପାର୍ଜିତ —୨. Acquired; earned; gained.
- ୩. ଫଳରୂପେ ପ୍ରାପ୍ତ — ୩. Received or got as a result
- ୪. ଲାଭରୂପେ ପ୍ରାପ୍ତ —୪. Earned as profit.
ସଂସ୍କୃତ - ବିଶେଷ୍ୟ - (ଗଣିତ)
ସମ୍ପାଦନା- ୧. ଭାଗଫଳ —୧. (arithmetic) Quotient.
- ୨. (ହିନ୍ଦୁ ସ୍ମୃତି) ପନ୍ଦର ପ୍ରକାର ଦାସଙ୍କ ମଧ୍ୟରୁ ଏକ ଶ୍ରେଣୀ — ୨. One of the ୧୬ classes of slaves or servants mentioned in the Hindu codes.
[ଦାସ ତଳେ ଟୀକା ଦେଖ]
ଦେଶଜ - ବି—(ସଂସ୍କୃତ - ଲବ୍ଧି)
ସମ୍ପାଦନା- ୧. ଲବ୍ଧି; ଲାଭ —୧. Profit.
- ୨. ଆୟ —୨. Income.
- ୩. ଶେଷଫଳ ୩. Final result.