ଲବେ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - କ୍ରି. ବିଣ—(ସଂସ୍କୃତ - ଲବ)

ସମ୍ପାଦନା

ଲବ ମାତ୍ର; କିଛି ମାତ୍ର; ଅଣୁ ମାତ୍ର; ତିଳେ ମାତ୍ର —A little; at all.

[ଉmdash;ଏଥିରେ ସନ୍ଦେହକୁ ନ କର ବାବୁ ଲବେ କୃଷ୍ଣସିଂହ. ମହାଭାରତ. ଆଦି ]

ପ୍ରାଦେଶିକ - (କଟକ ସହର)ବିଶେଷ୍ୟ - ଓବିଶେଷଣ -

ସମ୍ପାଦନା

ନବେ (ଦେଖ) - —Nabe (See)