ଲଫା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନଫା; ତୁଳନା - ସଂସ୍କୃତ - ଲାଭ, ଲଭ୍ୟ)

ସମ୍ପାଦନା

ବ୍ୟବସାୟରୁ ପ୍ରାପ୍ତ ଲାଭ —Profit.

(ଉ—ରଫା ଠଉଁ ଲଫା ନାହିଁ—ଢ଼ଗ)