ଲଢେଇ
ଲଢେଇ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ରଣନ)
ସମ୍ପାଦନା- ୧. ଯୁଦ୍ଧ —୧. Battle.
- ୨. ସଂଘର୍ଷ —୨. Contact.
(ଉ—ନୁତନ ଲଢ଼ାଇ ଲୋଡ଼ ଥାଉ କବିସୂର୍ଯ୍ୟ. ସଙ୍ଗୀତ )
- ୩. ପରସ୍ପର ପ୍ରତିଘାତ; ଟକ୍କର —୩. Collision.
- ୪. ବାକ୍ଯୁଦ୍ଧ (ହିନ୍ଦୀ - ଶ) —୪. Wordy fight.
- ୫. ପ୍ରତି— ଯୋଗିତା —୨. Rivarly; emulation.