ଲଟକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଲତା କିମ୍ୱା ଲଡ଼ ଧାତୁ=କମ୍ପନ) ସମ୍ପାଦନା

୧. (ଅକର୍ମକ) (ନିଜେ) ଲତା ପରି ତଳକୁ ଲମ୍ୱିବା; ଓହୋଳିବା —୧. To hang down like a creeper.
୨. ଝୁଲିବା —୨. To be suspended.