ଲଙ୍ଘା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ନଗ୍ନ) ସମ୍ପାଦନା

୧. କୋଷରୁ ମୁକ୍ତ (ଖଡ଼୍ଗାଦି); ଉନ୍ମୁକ୍ତ —୧. Naked; unsheathed (sword etc); drawn; open.

[ଉ— ହାତରେ ବଙ୍କା ବଙ୍କା ଲଙ୍ଘା ତରବାରି ଫକୀରମୋହନ ଗଳ୍ପସ୍ୱଳ୍ପ]

୨. (ସଂସ୍କୃତ - ଲମ୍ୱ)—ଦଣ୍ଡବତ୍ ଲମ୍ୱୀକୃତ — ୨. Straightened.

(ଯଥା—ତତେ ମାଡ଼ମାରି ଭୂଇଁରେ ଲଙ୍ଘା କରି ଶୁଆଇ ଦେବି)

୩. (ସଂସ୍କୃତ - ଲଙ୍ଘନ) ବହୁକାଳ ଉପବାସ ଯୋଗୁଁ ଶୀର୍ଣ୍ଣ; ହାଲିଆ — ୩. Reduced or weakened through long fasting.

(ଯଥା—ମୁଁ ତିନିଦିନ ଉପବାସରେ ଲଙ୍ଘା ହୋଇ ଗଲିଣି)

୪. ଉପବାସୀ — ୪. Fasting.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ନଙ୍ଘା (ଦେଖ) - —

ଅନୁବାଦ ସମ୍ପାଦନା

୧. Naṅghā (See)

୨. ସ୍ତ୍ରୀମାନଙ୍କର ବେକ— ଠାରୁ ଗୋଡ଼ ପର୍ଯ୍ୟନ୍ତ ଲମ୍ୱିଥିବା କୁରୁତା; ଫ୍ରକ୍ — ୨. Frock; woman's gown.